Author: Purva Paksha

ଆରଏସଏସର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା କରି ମୋଦୀ କହିଛନ୍ତି, ସାରାଦେଶରେ କର୍ମୀ   ଏଗାର ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ଗସ୍ତରେ ଯାଇ ନରେନ୍ଦ୍ର ମୋଦୀ ସଂଘକୁ ଭାରତର ଅମର ସଂସ୍କୃତିର ବରଗଛ ବୋଲି ବର୍ଣ୍ଣନା କରିଛନ୍ତି। ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟ ପରିଦର୍ଶନ କରିବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଆରଏସଏସର ଜଣେ ଅଧିକାରୀ କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ ୨୦୦୦ରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ସମୟରେ ଏଠାକୁ ଆସିଥିଲେ। ଏହା ମଧ୍ୟ ଶୀର୍ଷ ପଦରେ ମୋଦୀଙ୍କ ତୃତୀୟ ପାଳି। ସକାଳୁ ନାଗପୁରରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ମୋଦୀ ଆରଏସଏସ ମୁଖ୍ୟାଳୟରେ ଥିବା ଡକ୍ଟର ହେଡଗେୱାର ସ୍ମୃତି ମନ୍ଦିରକୁ ଯାଇ ସଂଘର ପ୍ରତିଷ୍ଠାତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୫୬ମସିହାରେ ଡ. ବାବାସାହେବ ଆମ୍ବେଦକର ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଦୀକ୍ଷାଭୂମି ମଧ୍ୟ ସେ ଗସ୍ତ କରିଥିଲେ। ସ୍ୱର୍ଗତ…

Read More