Author: Purva Paksha

୨୦୨୪ ନିର୍ବାଚନ ବିଜେଡି ହାରିବା ପରେ ବିବାଦ ଓ ଅପବାଦ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପିଛା ଛାଡ଼ୁନାହିଁ। ପୂର୍ବତନ ଆଇଏଏସ୍‍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ଯେବେଠାରୁ ନବୀନଙ୍କୁ ଦିଲ୍ଲୀରୁ କୋଏମ୍ବାଟୁର ବୁଲାଇ ନେଇ ଫେରିଛନ୍ତି ଏହି ଚର୍ଚ୍ଚା ପୁଣି ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକି ଦେଇଛି ସୁଜାତା ଆର କାର୍ତ୍ତିକେୟନଙ୍କ ଚାକିରି ଛାଡ଼ିବା ଘଟଣା। ଗୋଟିଏ ନିର୍ବାଚନ ଦୁଇଜଣ ଆଇଏଏସ୍‍ ଅଧିକାରୀଙ୍କ ଚାକିରି ଖାଇବା ଓଡ଼ିଶା ରାଜନୀତି ଓ ପ୍ରଶାସନ ପାଇଁ ସମ୍ପୂର୍ଣ୍ଣଭାବେ ଏକ ବିରଳ ଘଟଣା। ପୁଣି ଏ ଭିତରେ ପାଣ୍ଡିଆନ୍‍ ଓଡ଼ିଶା ଛାଡ଼ି ଚାଲିଯିବେବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ନାଁ’ରେ ଅର୍ଥ ହେରଫେର, ବିଜେଡିର ଗୁପ୍ତ ପାଣ୍ଠି ପରିଚାଳନା ପ୍ରଭୃତିକୁ ନେଇ ଏମିତି ଅନେକ ଆରୋପ ଆସିଛି। ପ୍ରଶ୍ନ ହେଉଛି ପାଣ୍ଡିଆନ ଏଭଳି ଅପବାଦ ମୁଣ୍ଡାଇ ବିଦେଶ ଯିବେ ନା ଅପବାଦକୁ ସ୍ପଷ୍ଟ କରିବେ? ଏହାକୁ ନେଇ ଆଜିର ଆଲୋଚନା। ୨୦୨୪ ନିର୍ବାଚନ,…

Read More