Author: Purva Paksha

ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଯେଉଁମାନେ ଜାଣିଛନ୍ତି, ସେମାନେ ଭଲ ଭାବେ ଅବଗତ ଯେ, ସେ ଚହଲା ପାଣିକୁ ଗୋଡ଼ ଦେବା ଲୋକ ନୁହନ୍ତି। ବିଜେଡିର ଧ୍ରୁବତାରାମାନଙ୍କୁ ଧରି ସେ ଆଗକୁ ମାଡ଼ିଯାଉଥିବା ଲୋକ। ଏଣୁ ସେ ନେଇଥିବା ପଦକ୍ଷେପରେ ଅଯାଚିତ ବିବାଦ ଆସିବା ଅନୁଚିତ। ହେଲେ ପର ମୁଣ୍ଡରେ ଅଠା ବୋଲିଲା ଭଳି ସସ୍ମିତ ଏବେ ପଡ଼ିଛନ୍ତି ଅଠାକାଠିରେ। ଏଠି ପ୍ରଶ୍ନ ଉଠୁଛି, ଏବେବି ପାଣ୍ଡିଆନ୍‍ଙ୍କ ଗେହ୍ଲାପୁଅ ସାଜିଥିବା ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଗ୍ରହଣ କରିଥିବା ରାସ୍ତା ତାଙ୍କର ନିଜର ଥିଲା ନା କେହି ତାଙ୍କୁ ପ୍ରେରିତ କରିଥିଲେ? ବିଜେଡିର ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସଙ୍ଗତି ପଛରେ ନବୀନ ବାବୁ ନା ଆଉ କିଏ?  ଜାଣିଶୁଣି ଏମିତି କାହାକୁ ଲଣ୍ଡା କରିବାକୁ ଏପରି ଏକ ସମୀକରଣ ରଚା ଯାଉଛି କି? ଏ ପ୍ରଶ୍ନକୁ ନେଇ ଆଜିର ଆଲୋଚନା। https://www.youtube.com/watch?v=hHWR7FR1TKU ପ୍ରସଙ୍ଗ ଆରମ୍ଭ ପୂର୍ବରୁ ସସ୍ମିତ…

Read More