Author: Purva Paksha

ସୁନାର ମୂଲ୍ୟ କ’ଣ କେବେ ୫୫ ହଜାର ହେବ? ସମୟ କ’ଣ ଦୁଇବର୍ଷ ପଛକୁ ଫେରିଯିବ, ଯେତେବେଳେ ୨୦୨୩ରେ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ଏହି ସ୍ତରରେ ଥିଲା? ଏପରି ହେବା ସମ୍ଭବ କି? ଏକ ଆମେରିକୀୟ ବିଶ୍ଳେଷଣ କମ୍ପାନୀ ଏପରି କିଛି ଅନୁମାନ କରିଛି। କିନ୍ତୁ ଏହା କାହିଁକି ହେବ, ଏହା ପଛରେ କ’ଣ ଇରାନ-ଆମେରିକା, ରୁଷିଆ-ୟୁକ୍ରେନ ଯୁଦ୍ଧ, ବାଂଲାଦେଶରେ କ୍ଷମତା ପରିବର୍ତ୍ତନା କିମ୍ବା ଇସ୍ରାଏଲ-ହମାସ ସଂଘର୍ଷ ଅଛି, ଯାହା ଶେଷ ହେବାର ସମ୍ଭାବନା ଦେଖାଯାଉଛି? ଆସନ୍ତୁ ବୁଝିବା। ସୁନାକୁ ନେଇ କିଏ କରିଛି ଏମିତି ଭବିଷ୍ୟବାଣୀ? ଆମେରିକୀୟ କମ୍ପାନୀ ମର୍ନିଂଷ୍ଟାର୍‌ର ଜଣେ ବିଶ୍ଲେଷକ ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ କିଛି ବର୍ଷରେ ସୁନାର ଦାମ ୩୮% ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଭାରତରେ ୨୪ କ୍ୟାରେଟ ସୁନାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୯୦,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ। ଅନ୍ତର୍ଜାତୀୟ ବଜାରରେ ଏହା $୩,୧୦୦ରୁ ଅଧିକ। ଯଦି ସୁନାର…

Read More