Author: Purva Paksha

ଓ୍ଵାକଫ୍ ସଂଶୋଧନ ବିଲ୍କୁ ନେଇ ବିଜୁ ଜନତା ଦଳ ଆଭ୍ୟନ୍ତରୀଣ ସଙ୍କଟ ବଢ଼ୁଥିବାବେଳେ ମତଦାନ ସମୟରେ ହଠାତ୍ ଦଳର ଆଭିମୁଖ୍ୟ ବଦଳିବା ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ବିଲ୍ ବିବାଦ ଏବେ ଦଳ ଭିତରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବାବେଳେ ଅନେକ ଶୀର୍ଷ ନେତା ନେତୃତ୍ୱଙ୍କ ଠାରୁ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଦାବି କରିଛନ୍ତି। ଦଳର ଆଭିମୁଖ୍ୟରେ ଅସଙ୍ଗତିକୁ ନେଇ ତୀବ୍ର ପ୍ରଶ୍ନ ଉଠାଇଥିବା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ ତାଙ୍କ ନୀରବତାକୁ ଭାଙ୍ଗିଛନ୍ତି। ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ୱାକଫ୍ ବିଲ୍‍କୁ ବିରୋଧ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ତେବେ ମତଦାନ ସମୟରେ ଦଳର ଅପ୍ରତ୍ୟାଶିତ ସ୍ଥିତିରେ ପରିବର୍ତ୍ତନ ସଂଗଠନ ଭିତରେ ଅନେକଙ୍କୁ ଚକିତ କରିଛି। କାହିଁକି ବଦଳିଲା ନିଷ୍ପତ୍ତି ? ୱାକଫ୍‍ ବିଲକୁ ବିରୋଧ କରିବା ପାଇଁ ଶଙ୍ଖ ଭବନ ବୈଠକରେ ନିଷ୍ପତ୍ତି…

Read More