Author: Purva Paksha

Is BJD heading towards a split?: ଓ୍ଵାକଫ୍ ବିଲ୍ ଭୋଟ୍‍କୁ ନେଇ ବିଜେଡିରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଆଭ୍ୟନ୍ତରୀଣ ବିବାଦ ଓ ବିଭାଜନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦଳର ବରିଷ୍ଠ ନେତାମାନେ ଭୁବନେଶ୍ୱରରେ ବୈଠକ କରିଥିବାବେଳେ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ନୀରବତା ତୀବ୍ର ହେବାରେ ଲାଗିଛି। ନିକଟରେ ଓ୍ଵାକଫ୍ ବିଲ୍‍କୁ ନେଇ ବିରୋଧୀ ବିଜୁ ଜନତା ଦଳର ମତଦାନ ନିଷ୍ପତ୍ତିକୁ ନେଇ ଆଭ୍ୟନ୍ତରୀଣ ବିବାଦ ଉପୁଜିଛି। ଏହାକୁ ନେଇ ରାଜ୍ୟରେ ବିରୋଧୀ ବିଜୁ ଜନତା ଦଳ ଅଶାନ୍ତ ଅବସ୍ଥାରେ ରହିଛି। ଦଳର ଆଭିମୁଖ୍ୟରେ ଅପ୍ରତ୍ୟାଶିତ ପରିବର୍ତ୍ତନକୁ ନେଇ ଦଳ ଭିତରେ ଓ ବାହାରେ ସମାଲୋଚନା ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେଡିର ଯୁବ ଶାଖାର ପ୍ରତିନିଧିଙ୍କ ସହ ବରିଷ୍ଠ ଦସ୍ୟ ବୁଧବାର ଭୁବନେଶ୍ୱର ପଟିଆସ୍ଥିତ ଏକ ହୋଟେଲରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ…

Read More