Author: Purva Paksha

ଡ. ସମନ୍ୱୟ ନନ୍ଦ ୱାକଫ୍‍ ସଂଶୋଧନ ଅଧିନିୟମ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବିଶେଷଭାବେ ମୁର୍ଶିଦାବାଦ ଜିଲ୍ଲାରେ ଯେପରିଭାବେ ଇସଲାମୀ ଭିଡ଼ ଆକ୍ରମଣ କରୁଛି ତାହା ଭାରତ ବିଭାଜନ ପୂର୍ବରୁ ଡାଇରେକ୍ଟ ଆକ୍ସନ ଡେ କଥାକୁ ମନେପକାଇ ଦେଉଛି। ଯେଭଳିଭାବେ ସଂଗଠିତ ଇସଲାମୀ ଭିଡ ଦ୍ୱାରା ହିଂସା, ଉପଦ୍ରବ ଘଟଣାମାନ ଆସୁଛି ଓ ରାଜସତ୍ତା ଏହି ଆକ୍ରମଣକାରୀମାନଙ୍କ ଆଗରେ ମୁଣ୍ଡ ନୂଆଇଁ ଦେଇଛି; ତାହା ଆଗାମୀ ଦିନରେ ହିନ୍ଦୁମାନଙ୍କ ଉପରେ କିଭଳି ଅବସ୍ଥା ହେବାକୁ ଯାଉଛି ତାହାର ସଂକେତ ପ୍ରଦାନ କରୁଛି। ଏବେ ମଧ୍ୟ କିଛି ହିନ୍ଦୁମାନଙ୍କର ପଳାୟନର ଭିଡିଓ ଓ ଫଟୋ ଗଣମାଧ୍ୟମରେ ଆସିଲାଣି। ଭାରତର ବିଭାଜନ କରି ପାକିସ୍ତାନ ନିର୍ମାଣ କରିବାକୁ ବାଧ୍ୟ କରିବା ପାଇଁ ମୁସଲିମ ଲିଗ୍‍ ୧୯୪୬ ମସିହା ଅଗଷ୍ଟ ୧୬ରେ ମୁସଲମାନମାନଙ୍କୁ ‘ଡାଇରେକ୍ଟ ଆକ୍ସନ ଡେ’ରୂପେ ପାଳନ…

Read More