Author: Purva Paksha

Pakistani nationals: ପାକିସ୍ତାନୀ ନାଗରିକଙ୍କ ପାଇଁ ଥିବା ସମସ୍ତ ଭିସାକୁ ଭାରତ ବାତିଲ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଓଡ଼ିଶାରୁ ୧୨ଜଣ ପାକିସ୍ତାନୀ ଚିହ୍ନଟ ହୋଇସାରିଲେଣି। ସେମାନେ ଦୀର୍ଘକାଳୀନ ଭିସାରେ ଅଛନ୍ତି। ଏବେ ସେମାନଙ୍କର ଓଡ଼ିଶା ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହେଲାଣି। ପାକିସ୍ତାନୀ ନାଗରିକଙ୍କ ପାଇଁ ଥିବା ସମସ୍ତ ଭିସାକୁ ଭାରତ ବାତିଲ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଡ଼ୋଶୀ ଦେଶର ନାଗରିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟରୁ ତୁରନ୍ତ ଚିହ୍ନଟ କରି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପହଲଗାମ…

Read More