Author: Purva Paksha

ପାକିସ୍ତାନ ଜନ୍ମରୁ ଭାରତ ସହିତ ଶତ୍ରୁତା ରକ୍ଷା କରି ଆସିଛି। ପଡ଼ୋଶୀ ହୋଇଥିଲେ ବି ବେଆଇନ ଭାବେ ଆମ ଦେଶରେ ପ୍ରବେଶ କରି ଆମ ଦେଶର ନାଗରିକଙ୍କୁ ହତ୍ୟା କରିବା ଏହାର ପ୍ରମୁଖ କାମରେ ପରିଣତ ହୋଇଛି। ଭାରତରେ ଅଶାନ୍ତି, ଉତ୍ତେଜନା ଓ ହିଂସା ପ୍ରସାରଣରେ ଏକ ପ୍ରମୁଖ ଭୂମିକା ନେବାକୁ ଚାହିଁଛି। ଏ ଭିତରେ ଭାରତ ସହ ୪ଥର ସାମ୍ନାସାମ୍ନି ଯୁଦ୍ଧ ଲଢ଼ି ସବୁଥିରେ ପାକିସ୍ତାନ ପରାଜିତ ହୋଇଛି। ପାକିସ୍ତାନ ତା’ର ହିଂସା ନୀତିକୁ ତ୍ୟାଗ କରିବା ତଥା ଯୁଦ୍ଧ ବଦଳରେ ଶାନ୍ତିକୁ ଗ୍ରହଣ କରି ବିକାଶ ରାସ୍ତାରେ ଚାଲିବାକୁ ଆଗ୍ରହ ପ୍ରକାଶ କରୁନାହିଁ। ଏହାସହ ଆତଙ୍କବାଦୀଙ୍କ ମାଧ୍ୟମରେ ଛାୟାଯୁଦ୍ଧ କରିଛି ପାକିସ୍ତାନ। ଏବେ କାଶ୍ମୀରରେ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ଭିତ୍ତିରେ ଟାର୍ଗେଟ୍‍ କରି ୨୬ ଜଣଙ୍କୁ ମାରିବା ଏହି ଯୁଦ୍ଧରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି, ତାହା ହେଲା ଭାରତରେ ହିନ୍ଦୁଙ୍କ ବିରୁଦ୍ଧରେ ଯୁଦ୍ଧ। ଆଉ ଏହାର ସୂତ୍ରଧର…

Read More