Author: Purva Paksha

ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧବିରତି ହୋଇଛି। ଯୁଦ୍ଧ ବିରତି ପୂର୍ବରୁ କିନ୍ତୁ ଭାରତ ପାକିସ୍ତାନ ଭିତରେ ବିହୁତ ଧ୍ୱଂସଲୀଳା କରିଛି। ଏହି କାର୍ଯ୍ୟ ସମ୍ପନ୍ନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା ଭାରତର ମେଡ୍‌ ଇନ୍‌ ଇଣ୍ଡିଆ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’। କ୍ରମାନୁସାରେ ଦେଖିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ଆରମ୍ଭ ହୋଇଥିଲା ଏପ୍ରିଲ ୨୨ରୁ, ଯେତେବେଳେ ପହେଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୨୬ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ମେ ୭ରେ ପାକିସ୍ତାନର ୯ଟି ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣରେ ଭାରତ ନିଜର ମେଡ୍‌ ଇନ୍‌ ଇଣ୍ଡିଆ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’ ବ୍ୟବହାର କରିଥିଲା, ଯାହା ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ଆତଙ୍କବାଦୀ…

Read More