Author: Purva Paksha

ଓଡ଼ିଆରେ ଗୋଟିଏ କଥା ଅଛି ଦେଇଥିଲେ ପାଇ, ବୁଣିଥିଲେ ଦାୟୀ। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଖୁସି ହେବାର ଅନେକ କାରଣ ଅଛି ଏଇଠି ପାଇଁ ଯେ ୨୦୧୪ରୁ ୨୦୨୪ ମଧ୍ୟରେ ଭାରତର ସର୍ବୋଚ୍ଚ ଶିଳ୍ପ ବୃଦ୍ଧିରେ ସାହାଯ୍ୟ କରିଛି ଓଡ଼ିଶା। ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହା ସମ୍ଭବ ହୋଇଛି। ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟର ନେତୃତ୍ୱ ନେଇଥିଲେ ନବୀନ। ସୂଚନା ଅନୁଯାୟୀ ମାନୁଫାକ୍ଚରିଂ ସେକ୍ଟର ଏହି ବୃଦ୍ଧିର ଏକ ପ୍ରମୁଖ କାରଣ। ନବୀନ ଏକ୍ସ ରେ ଏହି ବିଷୟ ସେୟାର କରିଥିଲେ ଓ କହିଥିଲେ ଯେ ଓଡିଶାର ଶିଳ୍ପ ଅଭିବୃଦ୍ଧି ବା GSVA ଆର୍ଥିକ ବର୍ଷ ୨୦୧୪ରୁ ୨୦୨୪ ମାଧରେ ପ୍ରତିବର୍ଷ ଚକ୍ରଯାବୃଦ୍ଧି ହାରାରେ ୧୦ ବୃଦ୍ଧି ପାଇଛି, ଯାହା ସମସ୍ତ ରାଜ୍ୟଙ୍କର ମଧ୍ୟରେ ସର୍ବୋଚ୍ଚ। GSVA ହେଉଛି ଗୋଟିଏ ବର୍ଷରେ ସେବା ଓ ସାମଗ୍ରୀ କ୍ଷେତ୍ରରେ ମୋଟ ମୂଲ୍ୟ ସଂଯୋଗ । ‘ମେକ-ଇନ୍-ଓଡ଼ିଶା’ କାର୍ଯ୍ୟକ୍ରମ ଦ୍ୱାରା…

Read More