Author: Purva Paksha

ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା, ତେବେ ସାରାବିଶ୍ୱର ସମର୍ଥନ ମିଳିଥିଲା। ଯଦିଓ ତୁର୍କୀ ଏହି ଆତଙ୍କବାଦ ବିରୋଧୀ ଅଭିଯାନରେ ପାକିସ୍ତାନର ସାଙ୍ଗରେ ରହିଥିଲା। ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିବା ୪୦୦ ଡ୍ରୋନଗୁଡ଼ିକୁ ତୁର୍କୀ ଯୋଗାଇ ଦେଇଥିଲା। ଏହା ସେହି ତୁର୍କୀ, ଯାହାକୁ ଭୂମିକମ୍ପବେଳେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଥିଲା ଭାରତ। କିନ୍ତୁ ମାସ କେଇଟାରେ ତୁର୍କୀ ସେହି ସାହଯ୍ୟକୁ ଭୁଲି ଭାରତ ବିରୋଧରେ ପାକିସ୍ତାନ ସହ ଛିଡ଼ା ହୋଇଛି। ତେବେ ଏଥିରେ ଚକିତ ହେବାର କିଛି ନାହିଁ। କାରଣ ତୁର୍କୀର ଇତିହାସ ହିଁ କୁହେ ତୁର୍କୀ ହିନ୍ଦୁ ବିରୋଧୀ। ଶହଶହ ବର୍ଷ ତଳେ ତୁର୍କୀର ଲୁଟେରା ଭାରତକୁ ଲୁଟ୍ କରିବା ସହିତ ଭାରତରେ କରିଥିଲେ ହିନ୍ଦୁ ଗଣସଂହାର।  ଆସନ୍ତୁ ଜାଣିବା ତୁର୍କୀର ଶିରା ପ୍ରଶୀରରେ କେମିତି ବହେ ହିନ୍ଦୁ ବିରୋଧୀ ରକ୍ତ। ହର୍ଷବର୍ଧନଙ୍କ ସାମ୍ରାଜ୍ୟର ପତନ ସହିତ…

Read More