Author: Purva Paksha

ଓଡ଼ିଆରେ ଗୋଟିଏ କଥା ଅଛି ଛେଳି କ’ଣ ନ ଖାଏ, ପାଗଳ କ’ଣ ନ କୁହେ। ସମାନ ଅବସ୍ଥା ଏବେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି। ଗତକାଲି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଓ ଫରିଦାବାଦରୁ ଜବତ ହୋଇଥିବା ରାସାୟନିକ ସାମଗ୍ରୀ ରାହୁଲଙ୍କ ଭାଷଣକୁ ଏବେ ସତ୍ୟରେ ପରିଣତ କରିଛି। ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗତ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡି ମେଣ୍ଟର ଲୋକତନ୍ତ୍ର ବଞ୍ଚାଅ ରାଲି ଓ ପରେ ରାହୁଲ ଗାନ୍ଧି ଦେଇଥିବା ଧମକପୂର୍ଣ୍ଣ ଭାଷଣକୁ ଶୁଣନ୍ତୁ।…. ଦେଶ ବିରୋଧରେ କହିବାକୁ ବେଶ୍‍ ଗର୍ବ ଅନୁଭବ କରନ୍ତି ରାହୁଲ ସେ ଦେଶରେ ନିଆଁ ଲାଗିଯିବ ବୋଲି ଦାୟିତ୍ୱହୀନ ଭାବରେ ଭାଷଣ ଦେବାବେଳେ ସଂକୋଚ ଅନୁଭବ କରୁନାହାନ୍ତି, ବରଂ ଉତ୍‍ଫୁଲିତ ଥିବା ତାଙ୍କ ଭାଷଣରୁ ଜଣାପଡୁଛି।…

Read More