Author: Purva Paksha

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଯେଉଁ ବାଂଲାଦେଶ ଏବେ ପାକିସ୍ତାନକୁ ନିଜର ଭାଇ କହୁଛି। ଯିଏ ପାକିସ୍ତାନ ପାଇଁ ନିଜ ଦୁଆର ଖୋଲି ଦେଇଛି। ଭାରତ ବିରୋଧରେ ଯାଇ ଯିଏ ପାକିସ୍ତାନୀ ମୁସଲମାନଙ୍କ କୋଳରେ ବସିଛି, ସେହି ବାଂଲାଦେଶୀ ମୁସଲମାନଙ୍କୁ ପାକିସ୍ତାନୀ ଶୁଦ୍ଧ ମୁସଲମାନ ବୋଲି ମନେ କରନ୍ତି ନାହିଁ। ସେମାନଙ୍କ ନଜରରେ ବାଂଲାଦେଶୀ ମୁସଲମାନ ହେଉଛନ୍ତି ଧର୍ମାନ୍ତରିତ ନକଲି ମୁସଲମାନ। ଆଉ ପାକିସ୍ତାନୀଙ୍କ ଏଭଳି ଧାରଣ କିଛି ନୁଆ ନୁହେଁ। ପାକିସ୍ତାନର ଜନ୍ମବେଳୁ ହିଁ ଅଖଣ୍ଡ ପାକିସ୍ତାନର ପଶ୍ଚିମ ଭାଗରେ ରହୁଥିବା ମୁସଲମାନଙ୍କ ଏହି ଧାରଣା ରହି ଆସିଛି। ଅବଶ୍ୟ ଇଏ ଅଲଗା କଥା ଯେ, ଧର୍ମ ନାମରେ ବାଂଲାଦେଶ ଏବେ ପାକିସ୍ତାନ ସହ ମେଣ୍ଟ କରିବାକୁ ଆଗଭର। ଇସଲାମିକ ଭାଇଚାରା ନାମରେ ଏବେ ବାଂଲାଦେଶ, ମୋହମ୍ମଦ ୟୁନୁସଙ୍କ ନେତୃତ୍ୱରେ, ପାକିସ୍ତାନ ସହ ନିକଟତା ବଢ଼ାଇବାକୁ ଚେଷ୍ଟା କରୁଛି। କିନ୍ତୁ ପାକିସ୍ତାନୀ ମୁସଲମାନମାନେ ପୂର୍ବ ପାକିସ୍ତାନ (ବାଂଲାଦେଶ)ର ମୁସଲମାନମାନଙ୍କୁ କେବେ ମଧ୍ୟ…

Read More