Author: Purva Paksha

ପାକିସ୍ତାନ ବାରମ୍ବାର ଭାରତଠାରୁ ମାଡ଼ ଖାଉଛି। କିନ୍ତୁ ପ୍ରକୃତି ଅନୁସାରେ କିଛିଦିନ ପରେ ପୁଣି ପୁରୁଣା କାଣ୍ଡକାରଖାନା ଆରମ୍ଭ କରୁଛି। ୧୯୪୮ରୁ ଆରମ୍ଭ କରି ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ଭାରତଠାରୁ ସବୁ ମୋର୍ଚ୍ଚାରେ ହାରିବା ପରେ ମଧ୍ୟ ପାକିସ୍ତାନ ଭାରତକୁ ଧମକାଇବାରୁ ବିରତ ହେଉନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣିଥରେ ଭାରତକୁ ଧମକ ଦେଇ କହିଛନ୍ତି ଯେ, “ପାକିସ୍ତାନର ନୌସେନା ଅପରେସନ ଦ୍ୱାରକା ପରି ଅଭିଯାନ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। କିନ୍ତୁ ପାକିସ୍ତାନର ସ୍ଥଳ ଓ ବାୟୁସେନାର ଦୃଢ଼ ଜବାବ ଦେଖିବା ପରେ ଭାରତୀୟ ନୌସେନା ସଂଘର୍ଷକୁ ଏଡ଼ାଇ ଦେଇଥିଲା।” ଅର୍ଥାତ ଚିନ୍ତା କରନ୍ତୁ, ଏହି ବୟାନ ସେହି ଦେଶର ପ୍ରଧାନମନ୍ତ୍ରୀଙ୍କର, ଯେଉଁ ଦେଶର ୧୨ରୁ ଅଧିକ ଏୟାରବେସ ଉପରେ ଭାରତ ସିଧାସଳଖ ଆକ୍ରମଣ କରିଥିଲା। ଅର୍ଥାତ ଯେଉଁ ଶେହବାଜ ସରିଫଙ୍କୁ ଲଜ୍ଜାରେ ଦୁଇ-ଚାରି ମାସ ଘରୁ ବାହାରକୁ ବାହାରିବା ଉଚିତ ନ ଥିଲା, ସେ ଭାରତକୁ…

Read More