Author: Purva Paksha

ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ ପୂରିବାକୁ ଯାଉଛି। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଆରମ୍ଭ ହେଲାଣି। ଏହା କୌଣସି ନୂଆ କଥା ନୁହେଁ, ଯିଏ ଯେତେବଳେ ସରକାରରେ ରହିଛି ତା’ର ଇଚ୍ଛା ଅନୁସାରେ ସରକାରୀ ତହବିଲର ଅର୍ଥ ଖର୍ଚ୍ଚ କରି ସେ ଏପରି ବ୍ୟବସ୍ଥା ଆପଣାଇଛି। କିଛିଦିନ ଲୋକଙ୍କ ନଜରରେ ରହିବା ଲାଗି ଏହା ଏକ ପ୍ରଭାବଶାଳୀ ଉଦ୍ୟମଭାବେ ଗ୍ରହଣ କରାଯାଉଛି। ଏହିକ୍ରମରେ ବିଜେପି ସରକାର ଏବଂ ବିଜେପି ପ୍ରାୟୋଜିତ ସଂଗଠନର ହୋର୍ଡିଂ ଓ ପୋଷ୍ଟରକୁ ଦେଖିଲେ ଏହା ସ୍ପଷ୍ଟ ଯେ ସରକାର ରାସ୍ତାଘାଟର କୌଣସି ସ୍ଥାନକୁ ଛାଡ଼ିବାକୁ ଚାହୁଁ ନାହାନ୍ତି। ହେଲେ ଯେଉଁଭଳି ଭାବେ ଏହି ହୋର୍ଡିଂରେ ପ୍ରଚାର ପାଇଁ ଶବ୍ଦ ବ୍ୟବହାର କରାଯାଉଛି ତାହା ସରକାରୀ କଳ ଓ ଦଳର ମୁର୍ଖାମୀକୁ ସୂଚିତ କଲାଣି। ଏହା କ’ଣ ଓଷଦ ବିକଳରେ ତାଟିଆ କାମୁଡ଼ିବା କି? ମେ’-୭ରୁ ୧୦ ତାରିଖ ଯାଏ ଭାରତର ସେନାବାହିନୀ ଯେଉଁଭଳି…

Read More