Author: Purva Paksha

ଯେଉଁ ବ୍ୟକ୍ତିଙ୍କ ଶ୍ୱଶୁର ଜବାହରଲାଲ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ପତ୍ନୀ ଇନ୍ଦିରା ଗାନ୍ଧି କେବଳ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନ ଥିଲେ ବରଂ ତାଙ୍କ ସମୟର ସବୁଠାରୁ ଶକ୍ତିଶାଳୀ ନେତା ମଧ୍ୟ ଥିଲେ। ଯାହାଙ୍କ ବଡ଼ ପୁଅ ରାଜୀବ ଗାନ୍ଧି ଭାରତର ଶାସନ ଭାର ଗ୍ରହଣ କରିଥିଲେ। ସାନ ପୁଅ ସଞ୍ଜୟ ଗାନ୍ଧି ଜରୁରୀକାଳୀନ ପରିସ୍ଥିତିରେ ବନ୍ଧ୍ୟାକରଣ ଭଳି କଠୋର ପଦକ୍ଷେପ ନେଇ ଦେଶକୁ ଥରାଇ ଦେଇଥିଲେ। ଯାହାଙ୍କ ବଡ଼ ବୋହୂ ସୋନିଆ ଗାନ୍ଧି କଂଗ୍ରେସର ସବୁଠାରୁ ଦୀର୍ଘ ସମୟ ଧରି ସଭାପତି ରହିଥିଲେ। ସାନ ବୋହୂ ମାନେକା କେନ୍ଦ୍ରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ନାତି ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହୋଇଥିଲେ ଏବଂ ବର୍ତ୍ତମାନ ସମୟରେ ବିରୋଧୀ ଦଳର ସବୁଠାରୁ ବଡ଼ ଚେହେରା। ନାତୁଣୀ ପ୍ରିୟଙ୍କା ଜଣେ ସାଂସଦ ଏବଂ ସଞ୍ଜୟଙ୍କ ପୁଅ ବରୁଣ ଗାନ୍ଧି ମଧ୍ୟ ସଂସଦରେ ପହଞ୍ଚିଥିଲେ। ଏହା ଏପରି…

Read More