Author: Purva Paksha

ବଲୁଚିସ୍ତାନ-ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଅବସ୍ଥିତ ଏକ ଅଞ୍ଚଳ, ଯାହାର ଇତିହାସ ସ୍ୱାଧୀନତା ସଂଗ୍ରାମ, ଅସନ୍ତୋଷ ଓ ବିଦ୍ରୋହରେ ଭରା। ଏହି ତତଲା ଉପତ୍ୟକା ଓ ପାହାଡ଼ିଆ ଭୂମିରେ ବଲୁଚ ଜନଜାତିଙ୍କର ଏକ ଦୀର୍ଘ ଓ ନିରନ୍ତର ସଂଘର୍ଷର କାହାଣୀ ଲୁଚି ରହିଛି। ଏହି କାହାଣୀ କେବଳ ସ୍ୱାଧୀନତାର ନୁହେଁ, ବରଂ ନ୍ୟାୟ, ସମାନତା ଓ ଆତ୍ମପରିଚୟ ପାଇଁ ଏକ ଜନଗଣର ଅବିଚଳ ଲଢ଼େଇ। ବଲୁଚିସ୍ତାନର ବିଦ୍ରୋହର ଇତିହାସ ଶତାବ୍ଦୀ ପୁରୁଣା। ଦ୍ୱାଦଶ ଶତାବ୍ଦୀରେ ମୀର ଜଲାଲ ଖାନ ୪୪ଟି ବଲୁଚ ଜନଜାତିକୁ ଏକତ୍ରିତ କରି ଏକ ସ୍ୱାଧୀନ ବଲୁଚିସ୍ତାନର ସ୍ୱପ୍ନ ଦେଖିଥିଲେ। ପଂଚଦଶ ଶତାବ୍ଦୀରେ ମୀର ଚାକର ରିନ୍ଦ ଏହି ଧାରଣାକୁ ଆହୁରି ମଜବୁତ କଲେ। କିନ୍ତୁ ୧୯୪୮ରେ ପାକିସ୍ତାନ ଗଠନ ସମୟରେ, ବଲୁଚିସ୍ତାନକୁ ମୋହାମ୍ମଦ ଆଲୀ ଜିନ୍ନାଙ୍କ ନେତୃତ୍ୱରେ ପାକିସ୍ତାନରେ ବଳପୂର୍ବକ ମିଶ୍ରଣ କରାଗଲା। ଏହା ବଲୁଚଙ୍କ ସହିତ ଧୋକା ଥିଲା । କାରଣ ବଲୁଚ ନିଜକୁ ପାକିସ୍ତାନଠାରୁ…

Read More