Author: Purva Paksha

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଉପରେ କଠୋର ଆକ୍ରମଣ କରି ତାଙ୍କୁ “ଅଯୋଗ୍ୟ ” ବୋଲି କହିଥିଲେ ଏବଂ ସେନାକୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ । ଗିରିରାଜ ରାହୁଲ ଗାନ୍ଧୀଙ୍କ ବିହାର ଗସ୍ତ ଉପରେ ମନ୍ତବ୍ୟ ଦେଇ ଏପରି  କହିଥିଲେ । ଯେ ରାହୁଲ ଗାନ୍ଧୀଙ୍କ କଥା ପାକିସ୍ତାନ ସହିତ ସମାନ ଏବଂ ସେ ରାଷ୍ଟ୍ରକୁ ସମ୍ମାନ କରନ୍ତି ନାହିଁ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଗିରିରାଜ ସିଂହ କହିଛନ୍ତି, “ରାହୁଲ ଗାନ୍ଧୀ ଭାରତର ବୀରତ୍ୱକୁ ବିରୋଧ କରିଥିଲେ , ଏହାର ସେନାର ସାହସିକତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସାରା ବିଶ୍ୱରେ ସେନାର ପ୍ରତିଷ୍ଠାକୁ କଳଙ୍କିତ କରିଥିଲେ । ବିହାରର ଜନସାଧାରଣ ତାଙ୍କୁ ବିରୋଧ କରିବେ, ସେମାନେ ଏପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଭୋଟ ଦେବେ ଯିଏ ସେନା କିମ୍ବା ଦେଶକୁ ସମ୍ମାନ କରେ ନାହିଁ ? ରାହୁଲ ଗାନ୍ଧୀଙ୍କ କଥା ପାକିସ୍ତାନ ପରି…

Read More