Author: Purva Paksha

ଗାନ୍ଧୀ ହତ୍ୟାକାଣ୍ଡ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ପ୍ରତିବନ୍ଧକ ସମୟରେ ଏକ ସମାନ ବିଚାରଧାରାର ରାଜନୈତିକ ଦଳର ଆବଶ୍ୟକତା ଅନୁଭବ ହେଉଥିଲା, ଯାହା ସଂସଦ ଓ ବାହାରେ ସଂଘର ପକ୍ଷକୁ ଦୃଢ଼ତାର ସହ ଉପସ୍ଥାପନ କରିପାରିବ। ୧୫ ଅପ୍ରେଲ ୧୯୫୦ରେ ପଣ୍ଡିତ ନେହୁରୁଙ୍କ ମନ୍ତ୍ରିମଣ୍ଡଳରୁ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଇସ୍ତଫା ପରେ ସଂଘ ଓ ତାହାର ଶୁଭଚିନ୍ତକମାନେ ତାଙ୍କର ସାର୍ବଜନୀନ ଅଭିନନ୍ଦନ କରିଥିଲେ। ସେତେବେଳେ ସୁଦ୍ଧା ମୁଖର୍ଜୀଙ୍କର ହିନ୍ଦୁ ମହାସଭା ସହ ଦୂରତ୍ୱ ବହୁତ ବଢ଼ି ଯାଇଥିଲା। ସଂଘର ସହଯୋଗରେ ଏକ ନୂଆ ଦଳ ଗଠନ ପାଇଁ ସେ ପ୍ରୟାସ କରୁଥିଲେ। ସଂଘର ଅନେକ ପଦାଧିକାରୀ ମଧ୍ୟ ଏହାକୁ ନେଇ ଉତ୍ସାହିତ ଥିଲେ। କିନ୍ତୁ ସଂଘ ମୁଖ୍ୟ ଗୋଲୱାଲକର କୌଣସି ରାଜନୈତିକ ଦଳ ସହ ସଂଘର ସମ୍ପର୍କ ନେଇ ଦ୍ୱିଧାରେ ଥିଲେ। ପ୍ରଥମ ସାଧାରଣ ନିର୍ବାଚନ ନିକଟବର୍ତୀ ଥିଲା। ମୁଖର୍ଜୀ ଅପେକ୍ଷା କରିବାକୁ ପ୍ରସ୍ତୁତ ନ ଥିଲେ। ତାଙ୍କ…

Read More