Author: Purva Paksha

ବିଜୁ ଜନତା ଦଳରେ ପାଣ୍ଡିଆନ୍‍ଙ୍କ ବିନା ଗୋଟିଏ ବି ପତ୍ର କଅଁଳେ ନାହିଁ ଏହାକୁ ଅସ୍ୱୀକାର କରିବା ହେଉଛି ରାଜନୀତିକ ବୋକାମୀ। ଆଉ ଦଳର ସୁପ୍ରିମୋ ବାରମ୍ବାର ମିଡିଆ ସାମ୍ନାରେ ବୟାନ ଦେଇ ଏହି ବୋକାମୀକୁ ଦୋହରାଇଛନ୍ତି। ଆମେ ଏଠାରେ ଦଳରେ ପାଣ୍ଡିଆନ୍‍ଙ୍କ ପ୍ରଭାବ କଥା କହୁଛୁ। ସେ ଯେ ଦଳରୁ ସମସ୍ତ ରାଜନୀତିକ କାର୍ଯ୍ୟକ୍ରମରୁ ବାହାରେ ରହିଛନ୍ତି, କେବଳ ନବୀନଙ୍କ ସେବକ ସାଜିଛନ୍ତି ତାହା ଭାବିବା, ସେ ଭାବନାରେ ବ୍ୟସ୍ତ ରହିବା ଅଥବା ସେ ଧାରଣାକୁ ନେଇ ଯୁକ୍ତି ବାଢ଼ିବା ହେଉଛି ବିଜେଡି ଜାଲରେ ନିଜକୁ ବାନ୍ଧିବା ଅଥବା ଆଖିରେ ବିଜେଡି ପଟି ବାନ୍ଧି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ସହ ସମାନ। ଗତ କିଛିଦିନ ହେଲା ଏ ବିଷୟ ନୀରବ ରହିବା ପରେ ଏବେ ନିକଟରେ ଯେଉଁ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ତାହାର ସୂତ୍ରଧର ବି ସେ। ଏହା ପ୍ରମାଣିତ ହୋଇଛି ନିକଟରେ ଘଟିଥିବା ଆନ୍ଦୋଳନ ସମୟରେ।…

Read More