Author: Purva Paksha

ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଏକ ଦୀର୍ଘକାଳୀନ ଅଧିବେଶନ ହେବାକୁ ଯାଉଛି। ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧ଟି କାର୍ଯ୍ୟ ଦିବସରେ ଏହି ଅଧିବେଶନ ବସିବ। ଏଥିଲାଗି ସଂସଦର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକଲି ସର୍ବଦଳୀୟ ବୈଠକ ବି ବିସିବ। ଏ ଅଧିବେଶନରେ କ’ଣ ସମ୍ଭାବନା ରହିଛି। କ’ଣ ନୂଆ ବିଧେୟକ ଆସିବ ଏବଂ ଓଡ଼ିଶାର ଏଫ୍‍ଏମ୍‍ କଲେଜ ଛାତ୍ରୀ ଆତ୍ମହୁତି ମାମଲା ଉଠିବ କି ନା? ସମୁଦାୟ ୩୧ ଦିନର ପ୍ରସ୍ତୁତି ହୋଇଛି ଉଭୟ ଗୃହର ମୌସୁମୀ ଅଧିବେଶନ ପାଇଁ। ୨୧ଟି ବୈଠକ ଦିବସରେ ଏଥର ବିରୋଧୀ ଓ ସରକାରଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି ଆଲୋଚନା, ସମୀକ୍ଷା ଓ ସମାଲୋଚନା କରିବାକୁ। କିନ୍ତୁ ଗୁରୁତ୍ୱ କ’ଣ ନେବ? ରାଜନୀତିକ ପୃଷ୍ଠଭୂମିକୁ ଦେଖିଲେ  ଦେଶରେ ବିହାର ନିର୍ବାଚନ ଆସନ୍ନ ହୋଇଛି। ଏଥରେ ପୁଣି ସୃଷ୍ଟି ହୋଇଛି ଭୋଟର ତାଲିକା ସଂଶୋଧନ କଥା। ଯାହାକୁ…

Read More