Author: Purva Paksha

 ଭାରତୀୟ ସମ୍ବିଧାନର ଧାରା ୩୦ ଅନୁଯାୟୀ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମୟୁ) ସଂଖ୍ୟାଲଘୁ ମାନ୍ୟତା ପାଇବାର ଅଧିକାର ରହିଛି ବୋଲି ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏଏମୟୁର ସଂଖ୍ୟାଲଘୁ ମାନ୍ୟତା ନେଇ ଅନେକ ଥର କୋର୍ଟରେ ବିତର୍କ ହୋଇଛି। ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଶୁଣାଇ ୫୭ ବର୍ଷ ପୂର୍ବେ ୧୯୬୭ମସିହାରେ ଦିଆଯାଇଥିବା ନିଜ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ୫୭ ବର୍ଷ ତଳେ ସୁପ୍ରିମକୋର୍ଟ କହିଥିଲେ ଯେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ଅନୁଷ୍ଠାନର ମାନ୍ୟତା ପାଇବା ପାଇଁ  ଯୋଗ୍ୟ ନୁହେଁ। ଆଲିଗଡ଼ ବିଶ୍ୱବିଦ୍ୟାଳୟ କିଏ ପ୍ରତିଷ୍ଠା କରିଛି ଓ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସ୍ଥିର କରିବା ପାଇଁ ନୂଆ ତିନି ଜଣିଆ ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତଦନ୍ତର ଫଳାଫଳ ସଂଖ୍ୟାଲଘୁ ସମ୍ପ୍ରଦାୟ ଆଡ଼କୁ ଇଙ୍ଗିତ କରିବ, ତେବେ ଏଏମୟୁ ଧାରା ୩୦ ଅନୁଯାୟୀ ସଂଖ୍ୟାଲଘୁ ମାନ୍ୟତା ଦାବି କରିବାକୁ…

Read More