Author: Purva Paksha

ଆମେରିକାରେ ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ, ଏହା ସାଧାରଣତଃ ନଭେମ୍ବର ମାସର ପ୍ରଥମ ମଙ୍ଗଳବାରରେ ହୋଇଥାଏ। ନିର୍ବାଚିତ ନୂତନ ରାଷ୍ଟ୍ରପତି ସବୁବେଳେ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରି ହ୍ୱାଇଟ ହାଉସରେ ପ୍ରବେଶ କରନ୍ତି ଏବଂ ତା’ପରେ ସେ ଦେଶର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବା ଆରମ୍ଭ କରନ୍ତି। ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିବା ସ୍ୱଭାବିକ ଯେ,ରାଷ୍ଟ୍ରପତି ଭାବେ ନିର୍ବାଚିତ ବ୍ୟକ୍ତି ନିର୍ବାଚନର ପ୍ରାୟ ୭୫ ଦିନ ପରେ ହିଁ କାହିଁକି ଶପଥ ନିଅନ୍ତି। ଦୁଇମାସ ଯାଏ କାହିଁକି ପୁରୁଣା ରାଷ୍ଟ୍ରପତି କାମ କରନ୍ତି? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା… ଆମେରିକାରେ ପ୍ରତି ଚାରି ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ। ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାରର ପରବର୍ତ୍ତି ମଙ୍ଗଳବାରରେ ଅନୁଷ୍ଠିତ ହୁଏ। ଅର୍ଥାତ ଯଦି ନଭେମ୍ବର ମଙ୍ଗଳବାରଠାରୁ ଆରମ୍ଭ ହୁଏ ତେବେ ସେହି ଦିନ ଭୋଟ୍ ଗ୍ରହଣ ହୁଏ ନାହିଁ।…

Read More