Author: Purva Paksha

ସମଗ୍ର ଦେଶରେ ମୋଦି ସରକାରଙ୍କ ୱାକଫ୍ ବୋର୍ଡ୍ ବିଲକୁ ନେଇ ବିତର୍କ ଚାଲିଛି। ମୁସଲିମ୍ ସମ୍ପ୍ରଦାୟ ଏହି ବିଲ ବିରୋଧରେ ମୋର୍ଚ୍ଚା ଖୋଲି ସାରିଛନ୍ତି। ମୁସଲିମଙ୍କୁ ଏଥିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭଳି ଦଳଙ୍କ ସମର୍ଥନ ମଧ୍ୟ ମିଳୁଛି। ମୁସଲିମ ସଂଗଠନ ଏହି ବିଲ ସେମାନଙ୍କ ଧର୍ମୀୟ ଅଧିକାରର ଉଲଙ୍ଘନ ବୋଲି କହୁଛନ୍ତି। ଏହା ଭିତରେ କିନ୍ତୁ ୱାକଫ୍ କୁ ନେଇ କେରଳରେ ଅଲଗା ପ୍ରକାରର ମାମଲା ସାମ୍ନାକୁ ଆସିଛି। ୱାକଫ୍ ବୋର୍ଡର ମନମୁଖି କାର୍ଯ୍ୟକଳାପ ବିରୋଧରେ କେରଳର ଏକ ହଜାରରୁ ଅଧିକ ଚର୍ଚ୍ଚ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ଖ୍ରୀଷ୍ଟିଆନ ସଂଗଠନର କର୍ମୀ ୱାକଫ୍ ବିରୋଧରେ ଆମରଣ ଅନଶନ କରିବାକୁ ମଧ୍ୟ ଚେତାବନୀ ଦେଲେଣି। ତେବେ କ’ଣ ପୁରା ମାମଲା? କାହିଁକି ଖ୍ରୀଷ୍ଟିଆନ ମାନେ କେରଳରେ ଚର୍ଚ୍ଚ ନେତୃତ୍ୱରେ ୱାକଫ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି? ଗାଁ ଲୋକଙ୍କ ଜମି ଜବର ଦଖଲ କରିବାକୁ ଚାହୁଁଛି ୱାକଫ୍ କେରଳ…

Read More