Author: Purva Paksha

ସବୁଜିମା, ଅନୁକୂଳ ପାଣିପାଗ ବେଙ୍ଗାଲୁରୁକୁ କରିଛି ସ୍ୱଚ୍ଛ, ସୁଦ୍ଧ ସୁରକ୍ଷିତ ଜୀବନ ପାଇଁ ଲୋଡ଼ା ସ୍ୱଚ୍ଛ ଜଳବାୟୁ। ନିଃଶ୍ୱାସରେ ଶୁଦ୍ଧ ସ୍ୱଚ୍ଛ ବାୟୁ ଶରୀରରେ ପ୍ରବେଶ କଲେ ମଣିଷ ସୁସ୍ଥ ରହିବ। ମାତ୍ର ଦିଲ୍ଳୀ ଓ ନିକଟସ୍ଥ ଉତ୍ତରଭାରତର ଅନ୍ୟାନ୍ୟ ସହରର ଅବସ୍ଥା ସଙ୍କଟାପନ୍ନ। ଏଠାକାର ବାୟୁ ପ୍ରଦୂଷିତ ହୋଇସାରିଛି। ବିନା ମାସ୍କରେ ଘରୁ ବାହାରିବା ହୋଇଛି କଷ୍ଟକର। କିନ୍ତୁ ଦକ୍ଷିଣ ଭାରତ ସମ୍ପୁର୍ଣ୍ଣ ବିପରୀତ। ଏଠାକାର ଜଳବାୟୁ ସ୍ୱଚ୍ଛ ଓ ଶୁଦ୍ଧ। ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରର ବାୟୁ ମଣ୍ଡଳ ସ୍ୱଚ୍ଛତାରେ ଉତ୍ତର ଭାରତର ସହରମାନଙ୍କ ଠାରୁ ବେଶ ଆଗେର। ବେଙ୍ଗାଲୁରୁରେ ଉପଲବ୍ଧ ବାୟୁର ସ୍ୱଚ୍ଛତା ଏକ୍ୟୁଆଇ-୫୦ ଥିବାବେଳେ ଦିଲ୍ଲୀ ସମ୍ପୂର୍ଣ୍ଣ ବିପରୀତ। ଦିଲ୍ଲୀର ପ୍ରଦୂଷଣ ସଙ୍କଟ ଭୟଙ୍କର, ଏଠାକାର ଏକ୍ୟୁଆଇ ସ୍ତର ବର୍ତ୍ତମାନ ୩୯୬ରେ ପହଞ୍ଚି ସାରିଛି। ଧୂଆଁ ଋତୁରେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ବାସିନ୍ଦାଙ୍କପାଇଁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଯାଉଛି। ଠିକ ସେହିସମୟରେ…

Read More