Author: Purva Paksha

 ୧.୯୬ ନିୟୁତ ଡଲାରରେ ବିକ୍ରି ହେଲା ଘଣ୍ଟା ୧୯୧୨ମସିହାର ଲୋମହର୍ଷକ ଘଟଣା ଥିଲା ଟାଇଟନିକ୍‍ ଜାହଜ ବୁଡ଼ି ଘଟଣା। ଏକ ବରଫ ଖଣ୍ଡରେ ଧକ୍କା ଖାଇ ଟାଇଟନିକ୍‍ ଜାହାଜର ଇଞ୍ଜିନ ଅଚଳ ହୋଇଯାଇଥିଲା।  ସେ ସମୟର ସବୁଠୁ ବିଳାସପୂର୍ଣ୍ଣ ଜାହାଜ ଥିଲା ଟାଇଟନିକ୍‍। ଉକ୍ତ ଦୁର୍ଘଟଣାରେ ଜାହାଜ ଭାଙ୍ଗି ଦୁଇ ଫଳ ହୋଇଥିଲା ଓ ୧୫୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ପ୍ରାଣ ହରାଇଥିଲେ। ୧୧୨ ବର୍ଷ ତଳର ଏହି ଘଟଣା ହୁଏତ ବିଶ୍ୱବାସୀଙ୍କ ପାଇଁ ଅଛପା ନୁହେଁ। କାରଣ ଟାଇଟନିକ୍‍ ଉପେର ସିନେମା ନିର୍ମାଣ ହୋଇଛି ଓ ଏହି ସିନେମା ୧୧ଟି ଓସ୍କାର ଜିତିବାର ରେକର୍ଡ ରହିଛି। କିନ୍ତୁ ପାଠକ ଏହା ଜାଣି ନଥିବେ ଯେ, ଟାଇଟନିକ୍‍ର ୭୦୫ ଜଣ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉକ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଏକ ବାଷ୍ପଚାଳିତ ଡଙ୍ଗାର କ୍ୟାପଟେନ୍‍ଙ୍କୁ ସେସମୟରେ ସମ୍ମାନ ସରୂପ ଏକ ସୁନାର ପକେଟ ଘଣ୍ଟା ପ୍ରଦାନ କରାଯାଇଥିଲା।…

Read More