Author: Purva Paksha

ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଭୂତ ଭୋଟରଙ୍କୁ ହଟାଇବା ତଥା ଭୋଟର ତାଲିକାରେ ଅସ୍ତିତ୍ୱ ଥିବା ବ୍ୟକ୍ତିଙ୍କୁ ହିଁ ତାଲିକାଭୁକ୍ତ କରିବା ନିମନ୍ତେ ସଘନ ଭୋଟର ତାଲିକା ସଂଶୋଧନ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହା ସଂକ୍ଷେପରେ ଏସ୍‍ଆଇଆର୍‍ ବା ସାର୍‍ ନାମରେ ପରିଚିତ ହୋଇଛି। ଏହି ଏସ୍‍ଆଇଆର୍‍କୁ ବିରୋଧ କରି ଗଲା ୧୩ ଦିନ ହେଲା ସଂସଦର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ସୃଷ୍ଟି କରିଛି କଂଗ୍ରେସ। ଏନେଇ ମାମଲା ସୁପ୍ରିମକୋର୍ଟ ବିଚାରାଧୀନ ଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏ ବିଷୟରେ ଆଲୋଚନା କରିବାକୁ ଅଡ଼ି ବସିଛନ୍ତି। ଗୃହରେ ଅଚଳାବସ୍ଥା ଜାରି ରହିଥିବାବେଳେ ରାହୁଲ ଗାନ୍ଧି କର୍ଣ୍ଣାଟକର ଏକ ଲୋକସଭା ନିର୍ବାଚନମଣ୍ଡଳିରେ ଥିବା ଭୋଟର ତାଲିକା ତ୍ରୁଟିକୁ ସାମ୍ନାକୁ ଆଣିଛନ୍ତି। ଏହାକୁ ଆଣବିକ ବୋମା ବୋଲି ସେ ଅଭିହିତ କରିଛନ୍ତି। କିନ୍ତୁ ବାସ୍ତବରେ ରାହୁଲଙ୍କୁ ଦୁଇ ପରସ୍ପର ବିରୋଧୀ ଯୁକ୍ତି ତାଙ୍କୁ ଆଉଥରେ ବୋକା ପ୍ରମାଣିତ କରିବାକୁ ପ୍ରୟାସ…

Read More