Author: Purva Paksha

Odisha Assembly : ୫ ମାସ ମଧ୍ୟରେ ରାଜ୍ୟରେ ମଲେଣି ୪୦ଟି ହାତୀ, ୫ କଲରାପତରିଆ, ଅନ୍ୟ ୨୦୦ ବନ୍ୟପ୍ରାଣୀ ମୃତ ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ଆକ୍ରମଣରେ ୬୬୮ ଓ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି । ଗୃହରେ ବିଜଦ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୫୦୯ ଜଣ ଆହତ ହୋଇଛନ୍ତି । କେବଳ ୨୦୨୨ରୁ ୨୦୨୩ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୧୪୯ ଜଣ ପ୍ରାଣ ହରାଇଛନ୍ତି । ଏହି ସମୟ ମଧ୍ୟରେ ହାତୀପଲ ୭୩,୬୨୦ ଏକର ଫସଲ ନଷ୍ଟ କରିବା ସହ ୧୦,୨୫୯ ଟି ଘର ନଷ୍ଟ କରିଥିବାରୁ ହାତୀଙ୍କ ଦ୍ୱାରା ସୃଷ୍ଟି ହେଉଥିବା…

Read More