Author: Purva Paksha

Constitution Day 2024 : ସମ୍ବିଧାନ ଦିବସ ଉପଲକ୍ଷେ ଆଜି  ସଂସଦରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯେଉଁଥିରେ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚିତ ହୋଇଛି। ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରତିବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଦିବସ ପାଳନ କରାଯାଉଛି, ଯାହାକୁ ସମ୍ବିଧାନ ଦିବସ ମଧ୍ୟ କୁହାଯାଏ। ଏହି ଅବସରରେ ଆଜି ସଂସଦରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯେଉଁଥିରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ ହୋଇଛି। ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଛି ପୁସ୍ତକ ଓ ଡାକ ଟିକେଟ ମଧ୍ୟ ଉନ୍ମୋଚିତ କରାଯାଇଛି । ଆଜି ଏହି ସମ୍ବିଧାନ ଦିବସରେ ରାଷ୍ଟ୍ରପତିଙ୍କ ସମ୍ବୋଧନ କରି କହିଛନ୍ତି ସମ୍ବିଧାନ ଦେଶର ବଡ଼ ଓ…

Read More