Author: Purva Paksha

PM AWAS : ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦକୁ ନ ଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି। ୨୦୧୬ରୁ ୨୦୨୪ ମଧ୍ୟରେ ତକ୍ରାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ନ ପାରିବା କାରଣରୁ ଏହି ଘର ଫେରି ଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ମଙ୍ଗଳବାର ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଗରିବଙ୍କୁ ଆବାସ ଘର ବଣ୍ଟନ ପ୍ରସଙ୍ଗ ଗୃହରେ ଝଡ଼ ଉଠିଛି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ କହିବା ଅନୁସାରେ ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦକୁ ନ ଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି। ୨୦୧୬ରୁ ୨୦୨୪ ମଧ୍ୟରେ ତକ୍ରାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ନ ପାରିବା କାରଣରୁ ଏହି ଘର ଫେରି ଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ଏଥିସହ ଚଳିତ ବର୍ଷ…

Read More