Author: Purva Paksha

Supreme Court on EVM : ବାଲାଟ୍ ପେପର ଜରିଆରେ ନିର୍ବାଚନ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶୁଣାଣି ସମୟରେ ଆବେଦନକାରୀ କେ ଏ ପଲ୍ କହିଛନ୍ତି ଯେ ତାଙ୍କ ଦ୍ୱାରା ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି, ଖଣ୍ଡପୀଠ କହିଥିଲେ, “ଆପଣଙ୍କ ପାଖରେ ଆକର୍ଷଣୀୟ ପିଆଇଏଲ୍ ଅଛି। ଆପଣ ଏହି ଚମତ୍କାର ଧାରଣା କେଉଁଠାରୁ ପାଇଲେ? ବାଲାଟ୍ ପେପର ମାଧ୍ୟମରେ ନିର୍ବାଚନ କରାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ କୋର୍ଟ କହିଛନ୍ତି- ଯଦି ଆପଣ ନିର୍ବାଚନ ଜିତିବେ, ତେବେ ଇଭିଏମରେ କୌଣସି ପ୍ରକାର ତ୍ରୁଟି ହେବ ନାହିଁ ହାରିବା ପରେ ଇଭିଏମରେ ତ୍ରୁଟି ଥିବା ଅଭିଯୋଗ କାହିଁକି? ଦେଶରେ ମତଦାନ ବାଲଟ୍ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଆବେଦନ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସମୟରେ ମଦ ବଣ୍ଟନ ଓ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ…

Read More