Author: Purva Paksha

Subhadra : ୨୦୨୫ ମାର୍ଚ୍ଚ ୭ ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସୂଚନା ଦେଇଛନ୍ତି। ଦ୍ୱିତୀୟ କିସ୍ତି ସୁଭଦ୍ରା ସହାୟତା ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀମାନେ ଆସନ୍ତାବର୍ଷ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଅର୍ଥାତ ୨୦୨୫ ମାର୍ଚ୍ଚ ୭ ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସୂଚନା ଦେଇଛନ୍ତି। ଦ୍ୱିତୀୟ କିସ୍ତି ସୁଭଦ୍ରା ସହାୟତା ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ। ସେପଟେ ମାଲକାନଗିରିର ବଣ୍ଡାଘାଟିରେ ଥିବା ହିତାଧିକାରୀଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଫିଜିକାଲ ଭେରିଫିକେସନ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି। ବ୍ୟାଙ୍କମିତ୍ରମାନେ ଲୋକମାନଙ୍କ ପାଖକୁ  ଯିବେ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ର୍ପ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି। ମୋଟ ଏକ କୋଟି ୪ଲକ୍ଷ ଆବେଦନ…

Read More