Author: Purva Paksha

Puri Airport : ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏନେଇ ସାଧାରଣ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଆଉ ଏହାର ଉତ୍ତରରେ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡ଼ୁ କହିଛନ୍ତି, ଏବେ ବିମାନ ବନ୍ଦରରର ବିକାଶ ସମ୍ପୃକ୍ତ ସଂସ୍ଥା ବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। ପୁରୀରେ ହେବାକୁ ଥିବା ଆନ୍ତର୍ଜାତିକ ବିମାନବନ୍ଦର କେବେ ହେବ? ଭୂମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ କିପରି ହେବ ଏବଂ ସର୍ବୋପରି ପାଣ୍ଠି କେଉଁଠୁ ଆସିବ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଏକଦା ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ଏହାର ଭାଗ୍ୟକୁ ଏବେ ରାଜ୍ୟ ଉପରେ ନ୍ୟସ୍ତ କରି ନିଜେ ହାଲୁକା ହୋଇଛନ୍ତି କେନ୍ଦ୍ର ସରକାର। ପୁରୀରେ ଏକ ଗ୍ରୀନ୍‍ ଫିଲ୍ଡ ବିମାନ ବନ୍ଦର…

Read More