Author: Purva Paksha

Rahul Gandhi UK Citizenship Case: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବ୍ରିଟିଶ ନାଗରିକତା ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଆବେଦନକାରୀ ବିଘ୍ନେଶ ଶିଶିର କହିଛନ୍ତି ଯେ ରାହୁଲଙ୍କ ନାଗରିକତା ପ୍ରତ୍ୟାହାର କରିବାର ବିଚାରକୁ ସରକାର ନିଶ୍ଚିତ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ବ୍ରିଟେନ୍ ନାଗରିକତା ମାମଲା ରାହୁଲ ଗାନ୍ଧିଙ୍କ ନାଗରିକତା ରଦ୍ଦ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ କଲେ ବିଘ୍ନେଶ ଶିଶିର ରାହୁଲ ଗାନ୍ଧିଙ୍କ ଭାରତୀୟ ନାଗରିକତା ଉପରେ ବିଚାର ଚାଲିଛି ବୋଲି ସରକାର କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବ୍ରିଟିଶ ନାଗରିକତା ପ୍ରସଙ୍ଗ ଜୋର ଧରିଛି। ଭାରତର ନାଗରିକତା ରଦ୍ଦ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଏସ୍ ବିଘ୍ନେଶ ଶିଶିର ଏହି ପ୍ରସଙ୍ଗରେ ମୋର୍ଚ୍ଚା ଖୋଲିଛନ୍ତି। କୋର୍ଟ ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟଠାରୁ…

Read More