Author: Purva Paksha

ଅନସୂୟା ପଣ୍ଡା ରାତି ପାହିଲେ ସକାଳ, ଏତ ଚିରନ୍ତନ ସତ୍ୟ l ଅନ୍ଧାର ରାତିର କରାଳତା ସକାଳର ନୂଆ ସୂର୍ଯ୍ୟର ନୂଆ ଆଶା ସହିତ ସଜାଡି ହୋଇଯାଏ l ପୁରୁଣାକୁ ଭୁଲି ନୂଆ କିଛି କରିବାର ଅନେକ ପ୍ରତିଶ୍ରୁତି ସହ ଆସିଥାଏ ସକାଳ ଓ ତା’ ସହ ଅନେକ ସମ୍ବାଦକୁ ଏକାଠି କରିଥାଏ ତାଜା ଖବର କାଗଜ ! ଦିନ ଯାଇ ରାତି ହୁଏ ଓ ନୂଆ ଖବର ପୁରୁଣା ହୋଇଯାଏ l ପୁଣି ନୂଆ ସମ୍ବାଦର ଖୋଜା ଚାଲେ l ହେଲେ ସବୁ ରାତି ପାହିଲେ ଯେ ସକାଳ ହୁଏ ତାହା ନୁହେଁ ! କିଛି ରାତିର ସକାଳ ବି ଆମ ଉପରେ ନିର୍ଭର କରେ l ଅହୁରି ମଧ୍ୟ, ପୁରୁଣାକୁ ସଜାଡ଼ିବାକୁ ସୁସଂଯତ ମାନସିକ ପ୍ରସ୍ତୁତି ଓ ଉତ୍ସାହ ଆବଶ୍ୟକ ହୋଇଥାଏ l ଏମିତି ଏକ ଜଣାଶୁଣା ସତ୍ୟତା ଉପରେ ଆଲୋକପାତ କରିଛନ୍ତି ଲେଖକ,…

Read More