Author: Purva Paksha

Digi-Yatra : ନୀତି ଆୟୋଗଙ୍କ ଶ୍ୱେତପତ୍ର ଅନୁସାରେ ବିମାନ ଯାତ୍ରାବେଳେ ଡିଜିଯାତ୍ରାଦ୍ୱାରା ଚେକ୍‍ ଇନ କରୁଥିବା ଯାତ୍ରୀ ତଥ୍ୟକୁ ଯାଞ୍ଚ କରାଯାଉଛି। ଏହି ସମୟରେ ମୁହଁ ଚିହ୍ନଟ ଟେକ୍ନୋଲୋଜି ( ଆର୍‍ଏଫ୍‍ଟି) ର ଆଧାରରେ ମୁହଁ ଯାଞ୍ଚ ଟେକ୍ନୋଲୋଜିକୁ (ଏଫ୍‍ଭିଟି) ବ୍ୟବହାର କରାଯାଉଛି। ଏହି ସମୟରେ ଯାତ୍ରୀଙ୍କ କୌଣସି ତଥ୍ୟକୁ ଯାଞ୍ଚ ସମୟରେ ସଂରକ୍ଷଣ କରାଯାଏ ନାହିଁ। ବିମାନବନ୍ଦରରେ ଯାତ୍ରୀଙ୍କ ସୁଗମ ଚେକ୍‍-ଇନ୍‍ ପାଇଁ ଭାରତୀୟ ବିମାନ ପ୍ରାଧୀକରଣ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରୁଛନ୍ତି। ଏହି ପ୍ରଯୁକ୍ତି ବିଦ୍ୟାରେ ଯାତ୍ରୀଙ୍କ ବ୍ୟକ୍ତିଗତ ଗୋପନୀୟତାରେ ସାଲିସ ହେଉଛି କି? ଏମିତି ଉଦବେଗ ଆସିବା ସ୍ୱାଭାବିକ। କିନ୍ତୁ ଭାରତରେ ଏହିପରି ସମସ୍ୟା ନାହିଁ ଏବଂ କୌଣସି ସ୍ତରରେ ବ୍ୟକ୍ତିଗତ ତଥ୍ୟକୁ ବିମାନବନ୍ଦର କର୍ତ୍ତୃପକ୍ଷ ସଂରକ୍ଷିତ କରନ୍ତି ନାହିଁ ବୋଲି ଉତ୍ତର ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ରେଡ୍ଡି। ବର୍ତ୍ତମାନ ସମୟରେ ଡାଟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହା କେତେ ସୁରକ୍ଷିତ ତାହା…

Read More