Author: Purva Paksha

ଭାସ୍କର ପରିଚ୍ଛା  ରାଜନେତାଙ୍କ ସ୍ମୃତିକଥା ସମ୍ବଳିତ ଜୀବନୀ ପୁସ୍ତକ ପଢ଼ିବାରେ ପାଠକମାନେ ଅପେକ୍ଷାକୃତ ଅଧିକ ରୁଚି ରଖିଥାନ୍ତି। ଏହାର କାରଣ ସ୍ପଷ୍ଟ। ନେତାଙ୍କ ଜୀବନ ଗୋଟିଏ ଗୋଟିଏ ଖୋଲା ଫର୍ଦ୍ଦ। ରାଜନୀତି ଜୀବନର ଗୁରୁତ୍ୱପୂର୍ଣ୍ଣ ଓ ବିବାଦୀୟ ଘଟଣାକୁ କେତେ ମାତ୍ରାରେ ସେ ପରିବେଷଣ କରିଛନ୍ତି ନା କିଛି ଘଟଣାକୁ ଜାଣିଶୁଣି ଚପାଇ ଦେଇଛନ୍ତି ତାହା ଜାଣିବା ପାଇଁ ପାଠକଟି  ସ୍ୱାଭାବିକଭାବେ ଅନୁସନ୍ଧିତ୍ସୁ ହୋଇଥାଏ। ଅତନୁ ସବ୍ୟସାଚୀ ସାମ୍ପ୍ରତିକ ସମୟର ଜଣେ ଲୋକପ୍ରିୟ ନେତା। ନବୀନ ପଟ୍ଟନାୟକଙ୍କ ବିଶ୍ଵାସଭାଜନ ହେବା ସହ ତାଙ୍କର ଅଢ଼େଇ ଦଶନ୍ଧି ସରକାରରେ ସେ ପ୍ରାୟ ମନ୍ତ୍ରୀ ରହି ଆସିଛନ୍ତି। କିନ୍ତୁ ତାଙ୍କ ପରିଚୟ ଅନ୍ୟମାନଙ୍କଠାରୁ ଅଲଗା। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ଯେଉଁ ଅଳ୍ପ କିଛି ବ୍ୟକ୍ତି ସାମ୍ବାଦିକତା ବୃତ୍ତିରୁ ଆସି ସଫଳ ରାଜନେତା ହୋଇ ପାରିଛନ୍ତି ସେମାନଙ୍କ ମଧ୍ୟରୁ ଅତନୁ ଅନ୍ୟତମ। ଅତନୁ ଏକ ଗାନ୍ଧିବାଦୀ ଓ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବାରୁ ତାଙ୍କୁ ଓ…

Read More