Author: Purva Paksha

Subhadra Yojana : ଖାରଜ ହୋଇଥିବା ଆବେଦନଗୁଡ଼ିକର ଯାଞ୍ଚ ଚାଲିଛି ଏବଂ ୧୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ରାଜ୍ୟରେ ମହିଳାସଶକ୍ତୀକରଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆର୍ଥିକ ଲାଭ ପାଇବା ପାଇଁ ଚଳିତ ମାସରେ ଯେଉଁମାନେ ୨୧ ବର୍ଷରେ ପଦାର୍ପଣ କରୁଛନ୍ତି ସେମାନେ ସମସ୍ତେ ଆବେଦନ କରିପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକମାନଙ୍କୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କର ବିଭିନ୍ନ କାରଣରୁ ଆବେଦନ ଖାରଜ ହୋଇଥିଲା ସେମାନଙ୍କୁ ଏଥିରେ ସାମିଲ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି ସେମାନଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଖାରଜ ହୋଇଥିବା ଆବେଦନଗୁଡ଼ିକର ଯାଞ୍ଚ ଚାଲିଛି ଏବଂ ୧୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ…

Read More