Author: Purva Paksha

Prime Minister Modi : ସରକାରଙ୍କ କାମକୁ ନେଇ ମୋଦି-ଶାହାଙ୍କ ସମୀକ୍ଷା ଅନେକ ଗୁରୁତ୍ୱ ବହନ କରୁଛି. ଏହାସହ ଏହି ସମୀକ୍ଷା ମୋହନଙ୍କୁ ଆଉ କିଛିଦିନର ମହଲତ ବୋଲି ବି ଚର୍ଚ୍ଚା  ହେଉଛି। ରାଜ୍ୟ ସରକାରରେ କ୍ଷମତା ପରିଚାଳନା କରିବାନେଇ  କିଛି ଭୁଲ୍‍ ହୋଇଛି କି?  କେନ୍ଦ୍ର ବିଜେପି ନେତୃତ୍ୱ ଯେଉଁଭଳି ଭାବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିଲେ ତାହା ଲୋକଙ୍କୁ ଆକୃଷ୍ଟ କରିପାରିନାହିଁ କି? କେନ୍ଦ୍ର ନେତୃତ୍ୱଙ୍କ ପରୀକ୍ଷାନିରୀକ୍ଷା ରାଜ୍ୟରେ ଲକ୍ଷ୍ୟ ହାସଲକୁ ପଥଚ୍ୟୁତ କରିଛି କି? ଏମିତି ଅନେକ ପ୍ରଶ୍ନ  ପଛରେ ଗୋଟିଏ ମୂଳ ପ୍ରଶ୍ନ ଓଡ଼ିଶା ଲୋକଙ୍କ ମନରେ ଉଙ୍କି ମାରୁଛି ମୋଦୀ-ଶାହ ଓଡ଼ିଶା ସରକାରକୁ ସମୀକ୍ଷା କରିବେ କିଆଁ? ଏମିତି କ’ଣ ଅନ୍ୟ ରାଜ୍ୟରେ ହେଉଛି? ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ କ’ଣ ସବୁରାଜ୍ୟରେ ସରକାରଙ୍କ କ୍ରିୟାକଳାପକୁ ସମୀକ୍ଷା କରୁଛନ୍ତି? ଯଦି ନୁହେଁ ତେବେ ଆମ ରାଜ୍ୟରେ କାହିଁକି? ଗଣମାଧ୍ୟମରେ ମୋଦୀଙ୍କ ଓଡ଼ିଶା ଗସ୍ତ ଓ ଏହାପରେ ଓଡ଼ିଶାରେ ବିଜେପି…

Read More