Author: Purva Paksha

Isckon-Bangladesh : ନିଜକୁ ତଥାକଥିତ ପ୍ରଗତିଶୀଳ ବୋଲି ଦାବି କରୁଥିବା ନୋବେଲ ବିଜେତା ବାଂଲାଦେଶୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ଶାସନରେ ଇସ୍କନ୍‍କୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ରାଜନୈତିକ ହସ୍ତକ୍ଷେପ,ବଢ଼ୁଥିବା ଇସ୍‍ଲାମିକ ଭାବନାର ପରିଣାମ ବୋଲି ମନେହେଉଛି । ଗତ କିଛିଦିନ ହେବ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‍ କ୍ରିଷ୍ଣା ଚେତନା (ଇସ୍କନ୍‍)କୁ ନେଇ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଯେଉଁଥିପାଇଁ ଏହି ସଂଗଠନକୁ ନିଷିଦ୍ଧ କରିବାକୁ ଦାବି ହେଉଛି। ଅଗଷ୍ଟ ୫, ୨୦୨୪ରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସରକାର ପତନ ପରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଏହି ସମୟରେ ବାଂଲାଦେଶର ଇସ୍କନ୍‍ ମନ୍ଦିର ପ୍ରଥମ ହିନ୍ଦୁ ଧର୍ମାନୁଷ୍ଠାନ ଥିଲା ଯାହା ହିନ୍ଦୁଙ୍କୁ ଏକାଠି କରି ରାସ୍ତାକୁ ଓହ୍ଲାଇଥିଲା। ସେବେଠାରୁ ବାଂଲାଦେଶୀ ମୁସଲିମ୍ ମୌଳବାଦୀଙ୍କ ଟାର୍ଗେଟରେ ଇସ୍କନ୍‍ ରହି ଆସିଛି। ଏବେ ନିଜକୁ ତଥାକଥିତ ପ୍ରଗତିଶୀଳ ବୋଲି ଦାବି କରୁଥିବା ନୋବେଲ ବିଜେତା ବାଂଲାଦେଶୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ଶାସନରେ…

Read More