Author: Purva Paksha

Sambhala : ସମ୍ଭଲରୁ ୮୮୫ ସମ୍ୱତ କନୌଜ ଶାସକ ନାଗଭଟ୍ଟ-୨ଙ୍କର ଏକ ତାମ୍ରପତ୍ର ମିଳିଛି । ଏହି ତାମ୍ରପତ୍ରରେ ସମ୍ଭଲକୁ ଶମ୍ଭୁ ପାଲିକା କୁହାଯାଇଛି । ଏହି ତାମ୍ରପତ୍ର ଦର୍ଶାଏ ଯେ ସମ୍ୱଲରେ ଅନେକ ବଡ଼ ବଡ଼ ମନ୍ଦିର ଥିଲା । ସମ୍ଭଲ ଏବେ ହେଡଲାଇନରେ । ସମ୍ଭଲ ଏବେ ଚର୍ଚ୍ଚାର ଅଛି । କାରଣ ସେହି ପୁରୁଣା କଥା । ଇତିହାସର ଗୋଟିଏ କାଳଖଣ୍ଡରେ ସମ୍ଭଲର ବିଷ୍ଣୁ ମନ୍ଦିରକୁ ଇସଲାମିକ୍ ଆକ୍ରମଣକାରୀ ଭାଙ୍ଗି ଦେଇଥିଲେ । ବିଷ୍ଣୁ ମନ୍ଦିର ସ୍ଥାନରେ ଛିଡ଼ା ହୋଇଥିଲା ଜାମା ମସଜିଦ । ଜାମା ମସଜିଦ୍ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଅଦାଲତରେ ହୋଇଥିବା ଆବେଦନ ଉପରେ ଅଦାଲତ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ସର୍ଭେ କରିବାକୁ ଆଦେଶ ଦେଇଥିଲେ । ସର୍ଭ କରିବାକୁ ଯାଇଥିବା ଟିମ୍ ଉପରେ ହୋଇଥିଲା ଆକ୍ରମଣ । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି । ଏମିତି…

Read More