Author: Purva Paksha

AORMA : ରାଜ୍ୟ ସରକାର ୮ ଦଫା ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଚଳିତ କେଏମଏସରେ ଧାନ କିଣାରୁ ଦୂରେଇ ରହିବାକୁ ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ (ଏଓଆରଏମ୍ଏ) ନିଜର ଆଭିମୁଖ୍ୟରେ ଅଟଳ ରହିଛି। ୨୦୨୪-୨୫ ଖରିଫ ବିପଣନ ଋତୁ (କେଏମ୍ଏସ୍) ପାଇଁ ଚାଉଳର କଷ୍ଟମ୍ ମିଲିଂ ପାଇଁ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ସହ ଚୁକ୍ତି କରି ଚାଲିଥିବା ଧାନ କିଣାରେ ଭାଗ ନେବାକୁ ସରକାର ଚାଉଳ ମିଲରମାନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ୮ ଦଫା ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଚଳିତ କେଏମଏସରେ ଧାନ କିଣାରୁ ଦୂରେଇ ରହିବାକୁ ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ (ଏଓଆରଏମ୍ଏ) ନିଜର ଆଭିମୁଖ୍ୟରେ ଅଟଳ ରହିଛି। ବଲାଙ୍ଗୀର ଜିଲ୍ଲାର ରାଇସ୍ ମିଲରମାନେ ଚାଉଳର କଷ୍ଟମ ମିଲିଂ ପାଇଁ ସରକାରୀ ସଂସ୍ଥା ସହ କୌଣସି ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିବା ପରେ ଖାଦ୍ୟ ଯୋଗାଣ…

Read More