Author: Purva Paksha

Waterway : ବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ, ଏହା ଥିଲା ସେହି ଯୋଜନାର ଲକ୍ଷ୍ୟ। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ ମହତ୍ ଉଦ୍ଦେଶ୍ୟ ଥିଲା। ନବୀନ ପଟ୍ଟନାୟକ ସରକାର ଏକ ବଡ଼ ଯୋଜନା କରିଥିଲେ । କେବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ, ଏହା ଥିଲା ସେହି ଯୋଜନାର ଲକ୍ଷ୍ୟ। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ ମହତ୍ ଉଦ୍ଦେଶ୍ୟ ଥିଲା। ଏହି ଲକ୍ଷ୍ୟ ନେଇ ନବୀନ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍‌ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମିଳିସାରିଥିଲା। ଏହି ପ୍ରକଳ୍ପ ଅଧୀନରେ ୨୦୧ କିମି…

Read More