Author: Purva Paksha

Rivers of Odisha : ଓଡ଼ିଶାରେ କିନ୍ତୁ ଭୂଗୋଳ ଅଧ୍ୟୟନ, ଗବେଷଣା ଓ ରଚନା ଆଜି ବି ଅପରିପକ୍ୱ ଅବସ୍ଥାରେ ରହିଛି ଏହା କହିଲେ ଅତ୍ୟୁକ୍ତି ହେବନାହିଁ। ସ୍କୁଲରେ ହିଁ ଯାହା ଆମେ ଭୂଗୋଳ ପଢ଼ିଥାଉ, ତା’ପରେ ଏହି ବିଷୟ ପ୍ରତି ପ୍ରାୟ ଆଗ୍ରହ ପ୍ରକାଶ ପାଇନଥାଏ। ସ୍ୱଭାବତଃ, ଭୌତିକ ଭୂଗୋଳ ହେଉକି, ମାନବ ଭୂଗୋଳ ହେଉ କି ପ୍ରାଦେଶିକ ଭୂଗୋଳ ହେଉ ଏ ସମ୍ପର୍କରେ ପୁସ୍ତକ ଖଣ୍ଡିଏ ଆଖିରେ ପଢ଼ିବା ଭାସ୍କର ପରିଚ୍ଛା ଭୂଗୋଳ ଏଭଳି ଏକ ବିଷୟ ଯେଉଁଥିରେ ପୃଥିବୀର ଉପର ଭାଗ ଓ ପ୍ରାକୃତିକ ସମ୍ବଳ ଯଥା ଦେଶ, ଦୁନିଆଁ, ମହାଦେଶ, ନଗର, ନଦୀ ଝରଣା, ସମୁଦ୍ର, ପାହାଡ଼ ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦି ପଢ଼ାଯାଏ। ଭୂଗୋଳ ଏକ ମାତ୍ର ବିଷୟ ଯାହା ଧରାତଳର ସ୍ଥାନୀୟ ବିନ୍ୟାସକୁ ବୁଝିବାରେ ସହାୟତା କରିଥାଏ। ସମସ୍ତ ପ୍ରାକୃତିକ ଓ…

Read More