Author: Purva Paksha

Santhali News : ସାନ୍ଥାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ। ସାନ୍ଥାଳି ଭାଷାରେ ଖବର ପଢ଼ା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଖୁବ୍‍ଶୀଘ୍ର ଦୂରଦର୍ଶନରେ ‘ସାନ୍ଥାଳି’ ଭାଷାରେ ଖବର ପ୍ରସାରଣ କରାଯିବ ବୋଲି ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶନିବାର ଦିନ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ୬ରୁ ୭ ଦିନରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସାନ୍ଥାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ। ସାନ୍ଥାଳି ଭାଷାରେ ଖବର ପଢ଼ା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅନ୍ୟପଟେ ସାନ୍ଥୀଳୀ ଭାଷାରେ ଖବର ପ୍ରସାରଣ ପାଇଁ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଇଁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦାୟିତ୍ୱରେ…

Read More