Author: Purva Paksha

Dadan : ବାପାମା’ ନିଜର ୨ମାସର ଛୁଆକୁ ସରକାରଙ୍କୁ ଟେକି ଦେଇ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯିବେ। ବିଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଅଭାବ ଆଗରେ ମା’ର ମମତା ମରିଯାଇଛି। ଯେଉଁ ଛୁଆକୁ ୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ଛୁଆକୁ ଭଲରେ ମୁଠେ ଖାଇବାକୁ ଦେଇପାରିବନି ବୋଲି ଚିନ୍ତାକରି ସରକାରଙ୍କୁ ଦେଇଦେଇଛି। ବାପାମା’ ନିଜର ୨ମାସର ଛୁଆକୁ ସରକାରଙ୍କୁ ଟେକି ଦେଇ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯିବେ। ବିଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ସଂଧ୍ୟାରେ ଦମ୍ପତି ବଲାଙ୍ଗିର ଶିଶୁମଙ୍ଗଳ ସମିତିରେ ଶିଶୁକନ୍ୟାକୁ ସମର୍ପି ଦେଇଛନ୍ତି। କିଛିଦିନ ତଳେ ସାନଗୁରଜୀଭଟା ଗାଁର ଦମ୍ପତି ନିଜର ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ…

Read More