Author: Purva Paksha

NewsNews In Santali : ସାନ୍ତାଳୀ ଭାଷାରେ ଖବର ଆରମ୍ଭ ହୋଇଥିବା ଜାଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଦୋରୋଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି। ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ ବୁଧବାର ସାନ୍ତାଳୀ ଖବର ପ୍ରସାରଣ ଆରମ୍ଭ କରିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ଏହା ପ୍ରସାରିତ ହୋଇଥିଲା। ସାନ୍ତାଳୀ ଭାଷାରେ ଖବର ଆରମ୍ଭ ହୋଇଥିବା ଜାଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଦୋରୋଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ଉତ୍ସବରେ ଓଡ଼ିଶାର ପ୍ରେସ୍ ଇନଫର୍ମେସନ୍…

Read More