Author: Purva Paksha

Single Window : ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୯୯ ମେଗାୱାଟର ପବନ ଶକ୍ତି ପ୍ରକଳ୍ପ, ୯୧.୭୭ ମେଗାୱାଟର ୫ଟି ଭୂତଳ ଭିତ୍ତିକ ସୌର ପ୍ରକଳ୍ପ ଏବଂ ୧.୬୪ ମେଗାୱାଟର ଗୋଟିଏ ଛାତ ସୌର ପ୍ରକଳ୍ପ ଅନ୍ତର୍ଭୁକ୍ତ । ୧,୩୮୬.୦୯ କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ସମୁଦାୟ ୧୯୨.୪୧ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ୭ଟି ଅକ୍ଷୟ ଶକ୍ତି ପ୍ରକଳ୍ପକୁ ବୁଧବାର ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅଧୀନରେ ସିଙ୍ଗଲ ୱିଣ୍ଡୋ କମିଟିର ଅଷ୍ଟମ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ନୀତିଗତ ଅନୁମୋଦନ ମିଳିଛି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୯୯ ମେଗାୱାଟର ପବନ ଶକ୍ତି ପ୍ରକଳ୍ପ, ୯୧.୭୭ ମେଗାୱାଟର ୫ଟି ଭୂତଳ ଭିତ୍ତିକ ସୌର ପ୍ରକଳ୍ପ ଏବଂ ୧.୬୪ ମେଗାୱାଟର ଗୋଟିଏ ଛାତ ସୌର ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଅକ୍ଷୟ ଶକ୍ତି…

Read More