Author: Purva Paksha

Electricity Bill : ଜିନ୍ଦଲକୁ ୨୮୫ କୋଟି ଟଙ୍କା, ଭିସା ଷ୍ଟିଲକୁ ୨୪୬ କୋଟି ଟଙ୍କା, ଜିଏମଆର କମଳାଙ୍ଗା ଏନର୍ଜିକୁ ୧୭୯ କୋଟି ଟଙ୍କା ଏବଂ ମୈଥାନ ଇସ୍ପାତ ଲିମିଟେଡକୁ ୮୫ କୋଟି ଟଙ୍କା ଦେବାକୁ ପଡ଼ିବ। ଓଡ଼ିଶାର ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ସେମାନଙ୍କର ବକେୟା ବିଜୁଳି ବିଲ୍ ପୈଠ କରିନାହାନ୍ତି ବୋଲି ବୁଧବାର ବିଧାନସଭାରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଏହି ୨୩ଟି ପ୍ରମୁଖ ଶିଳ୍ପ ପାଇଁ ମୋଟ ବକେୟା ରାଶି ପ୍ରାୟ ୧୦୯୬ କୋଟି ଟଙ୍କା ରହିଛି। ଜିନ୍ଦଲଙ୍କୁ ୨୮୫ କୋଟି ଟଙ୍କା, ଭିସା ଷ୍ଟିଲ୍ କୁ ୨୪୬ କୋଟି ଟଙ୍କା, ଜିଏମଆର କମଳାଙ୍ଗା ଏନର୍ଜିକୁ ୧୭୯ କୋଟି ଟଙ୍କା ଏବଂ ମୈଥାନ ଇସ୍ପାତ ଲିମିଟେଡକୁ ୮୫ କୋଟି ଟଙ୍କା ଦେବାକୁ ପଡ଼ିବ। ପୂର୍ବ ସରକାରକୁ ଟାର୍ଗେଟ କରି ଶ୍ରୀ ସିଂହଦେଓ ଗୃହକୁ ଜଣାଇଥିଲେ ଯେ ଗତ ୧୦ ବର୍ଷ…

Read More